ଷ୍ଟେଜରେ ଝୁମିଲେ ତାରା
ଶାରଦୀୟ ଦୁର୍ଗା ପୂଜା ପାଇଁ ଗାଁଠୁ ସହର ସବୁଠି ଉତ୍ସବ ମୁଖର ହୋଇପଡ଼ିଛି ।ଦୁର୍ଗା ପୂଜା ଅବସରରେ ମେଲୋଡି ସହ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି।ଯାହାକୁ ମନଭରି ଉପଭୋଗ କରୁଛନ୍ତି ଲୋକେ। ତେବେ ଏଥିରୁ ବାଦ୍ ପଡି ନାହାନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ…
