କଂଗ୍ରେସରୁ ଇସ୍ତଫା ଦେଲେ ଜାକବ
ବିଧାୟକ ପଦରୁ ଇସ୍ତଫା ଦେଲେ ଜାକବ ପ୍ରଧାନ । ବୌଦ୍ଧରେ ବାଚସ୍ପତିଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି ଜାକବ । ଗତକାଲି ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ । ତେବେ ଜି.ଉଦୟଗିରିରୁ ପ୍ରାର୍ଥୀ ହେବାପାଇଁ ଜାକବ ପ୍ରଧାନ ଆଶାୟୀ ଥିଲେ। ମାତ୍ର କଂଗ୍ରେସ ସେଠାରେ ତାଙ୍କୁ ପ୍ରାର୍ଥୀ ନ କରି…