ବିଧାୟକ ସରୋଜ ମେହେରଙ୍କୁ ମିଳିଲା ଜାମିନ
ଭୁବନେଶ୍ୱର() ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ମିଳିଲା ବେଲ । ଦୁଇ ଜଣ ଜାମିନଦାର ଓ ୨୫ହଜାର ଟଙ୍କା ମୁଚାଲିକାରେ ଜାମିନ୍ ମିଳିଛି । ଭୁବନେଶ୍ବର ଏଡିଜେ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି ।
ପୂର୍ବ ନିର୍ଦ୍ଦେଶ ମୁତାବକ କୋର୍ଟ ଗତକାଲି ଝାରପଡା ଜେଲରୁ ଭିଡିଓ କନଫରେନ୍ସିଂ ଜରିଆରେ…
