ଏଲଏସିରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି
ନୂଆଦିଲ୍ଲୀ() ଭାରତ-ଚୀନ ବିବାଦ ଭିତରେ ସ୍ଥଳ ସେନା ମୁଖ୍ୟ ଏମଏମ ନରୱାଣେ ଲଦାଖର ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେଠାରେ ସ୍ଥିତି ଅନୂଧ୍ୟାନ କରିବା ପରେ ସେ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଏଲଏସିରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ସୀମାରେ ଯଥାସ୍ଥିତିକୁ ବଜାୟ ରଖାଯିବ ।…
