ଆରମ୍ଭ ହେଲା ‘ମୋ ପଂଚାୟତ’ କାର୍ଯ୍ୟକ୍ରମ
କେନ୍ଦ୍ରାପଡା () ମୁଖ୍ୟମନ୍ତ୍ରୀଙ୍କ 5-ଟି ମନ୍ତ୍ରକୁ ତୃଣମୂଳ ସ୍ତରରେ ତ୍ବରାନ୍ବିତ କରିବାକୁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ‘ମୋ ପଂଚାୟତ’ କାର୍ଯ୍ୟକ୍ରମ । ସ୍ଥାନୀୟ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବା ସହ ସରକାରୀ ଅଧିକାରୀଙ୍କୁ ଲୋକଙ୍କ ପାଖରେ ଉତ୍ତରଦାୟୀ କରିବା…
