ମୋଦିଙ୍କ ପତ୍ନୀ ହେବେ ଏହି ଅଭିନେତ୍ରୀ, ପଢନ୍ତୁ
ଆଗକୁ ରିଲିଜ୍ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍। ଯାହାର ପ୍ରଥମ ପୋଷ୍ଟର୍ ଜାନୁଆରୀ ୭ରେ ରିଲିଜ୍ ହୋଇଥିଲା। ଏହି ପୋଷ୍ଟର ସାମ୍ନାକୁ ଆସିବା ପରଠୁ ହିଁ ଫିଲ୍ମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଫିଲ୍ମରେ ନରେନ୍ଦ୍ର ମୋଦିଙ୍କ ଭୂମିକାରେ ଅଭିନେତା ବିବେକ ଓବେରଏ ଅଭିନୟ…
