ମୋଦି ‘ରାଫେଲ ଚୁକ୍ତି’ର ଦଲାଲ: ସିଦ୍ଧୁ
ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ପଂଜାବର ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ।
ସେ କହିଛି, “ମୁଁ ନରେନ୍ଦ୍ର ମୋଦିଙ୍କ ‘ନା ଖାଇବି ନା ଖାଇବାକୁ ଦେବି’ ବୟାନକୁ ନେଇ ଚ୍ୟାଲେଂଜ କରୁଛି । ଯଦି ମୁଁ ହାରିଯାଉଛି, ତେବେ ସବୁଦିନ ପାଇଁ ରାଜନୀତି ଛାଡିଦେବି । ମୋଦି ବର୍ଷ…