ଲୋକଙ୍କୁ ଭୁଆଁ ବୁଲାଇଛନ୍ତି ମୋଦି
ଭବାନୀପାଟଣା () ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ କ୍ଷମତାରେ 5ବର୍ଷ ରହିବା ଭିତରେ କେବେ କଳାହାଣ୍ଡି କଥା ଚିନ୍ତା କରିନାହାଁନ୍ତି କିମ୍ବା କିଛି ସ୍ବତନ୍ତ୍ର ଅନୁଦାନ ଦେଇନାହାଁନ୍ତି । ପାଂଚ ବର୍ଷ ମଧ୍ୟ ସେ କଳାହାଣ୍ଡିକୁ କିଛି ଦେବା ପାଇଁ ନୁହେଁ, ମାଗିବାକୁ ଆସିଛନ୍ତି । ଗତକାଲି…