ବିଜେପି ସରକାର ଆସିଲେ ଗରିବୀ ହଟିବ : ମୋଦି
ସୁନ୍ଦରଗଡ ଓ ସୁବର୍ଣ୍ଣପୁରରେ ତୃତୀୟ ନିର୍ବାଚନୀ ପ୍ରଚାର ବେଳେ ଉଭୟ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି ରାଜ୍ୟରେ କ୍ଷମତାରେ ଥିବା ଦଳର ନୀତି ଓ ଉଦ୍ଦେଶ୍ୟ ଠିକ ନଥିବାରୁ ଓଡିଶା ପଛୁଆ । ଓଡିଶାକୁ ପଛୁଆ କରି ରଖିବା ପଛରେ ବିଜେଡି ଓ…