Odia News Portal
Browsing Tag

modi

ସି-ପ୍ଲେନ୍ ସେବାକୁ ମୋଦିଙ୍କ ସବୁଜ ପତାକା

ଅହମଦାବାଦ () ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଲୌହ ପୁରୁଷ ସରଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଦେଶର ପ୍ରଥମ ସି-ପ୍ଲେନ ଉଦଘାଟନ କରିଛନ୍ତି। ଏହି ସି-ପ୍ଲେନ୍ କେବଡିଆରୁ ସାବରମତୀ ରିଭରଫ୍ରଣ୍ଟ ମଧ୍ୟରେ ଚାଲିବ। ଏହି ବିମାନରେ ୧୯ ଜଣଙ୍କ ବସିବା ବ୍ୟବସ୍ଥା ରହିଛି। ଏହି…

ଭ୍ୟାକସିନ୍‌ ଆସିବା ଯାଏଁ କରୋନା ସହ ଲଢେଇ ଜାରି ରଖିବା

ନୂଆଦିଲ୍ଲୀ()  ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା କାଳ ସମୟରେ ସାତ ଥର ପାଇଁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ମୋଦି । ଆମ ଭିତରେ ଅଧିକାଂଶ ଲୋକ ଜୀବିକା ପାଇଁ ଦୈନିକ ଘରୁ ବାହାରିଛନ୍ତି । ତେବେ କରୋନା ପୂରାପୂରି…

ମୋଦିଙ୍କ ସମ୍ପତି ବଢ଼ିଲା, କେଉଁଠି ରଖିଛନ୍ତି କେତେ ଟଙ୍କା ?

ନୂଆଦିଲ୍ଲୀ()  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପତି ସାମାନ୍ୟ ବୃଦ୍ଧି ପାଇଛି । ତେବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମ୍ପତି ହ୍ରାସ ପାଇଛି । ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନଙ୍କର ସମ୍ପତି ତାଲିକାରୁ ଏହା ଜଣାପଡ଼ିଛି । ୨୦୨୦ ଜୁନ ୩୦ ସୁଦ୍ଧା…

ସଜନାପତ୍ର ପରଟା ଖାଇବାକୁ ମୋଦିଙ୍କ ପରାମର୍ଶ

ନୂଆଦିଲ୍ଲୀ() ଫିଟ୍‌ ଇଣ୍ଡିଆ ମୁଭମେଣ୍ଟର ପ୍ରଥମ ବର୍ଷ ପୂର୍ତି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟନେସ ବାବଦରେ ବହୁ ସେଲିବ୍ରିଟିଙ୍କ ସହ ଆଲୋଚନା କରିଛନ୍ତି। ଏହି ଅନଲାଇନ୍ କନଫରେନ୍ସରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି, ଅଭିନେତା ତଥା ମଡେଲ ମିଲିନ୍ଦ ସୋମନ,…

୭୦ ବର୍ଷରେ ପଦାର୍ପଣ କଲେ ମୋଦୀ, ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ….

ନୂଆଦିଲ୍ଲୀ()  ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ୭୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ମୋଦୀ ୧୭ ସେପ୍ଟେମ୍ବର ୧୯୫୦ରେ ମେହେସାଣା ଜିଲ୍ଲାର ବଡ଼ନଗରରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲା। ଦାମୋଦରଦାସ ମୁଲଚାନ୍ଦ ମୋଦୀ ଓ ତାଙ୍କ ପତ୍ନୀ ହୀରାବେହେନ ମୋଦୀଙ୍କର ଷଷ୍ଠ ସନ୍ତାନ…

ଦେଶର ଆଶା ପୂରଣର ଏକ ମାଧ୍ୟମ ହେବ ନୂଆ ଶିକ୍ଷାନୀତି

ନୂଆଦିଲ୍ଲୀ() ନୂଆ ଶିକ୍ଷାନୀତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇ କହିଛନ୍ତି ଯେ ନୂଆ ଶିକ୍ଷାନୀତି ଦେଶର ଆଶା ପୂରଣର ଏକ ମାଧ୍ୟମ ହେବ । ନୂଆ ଶିକ୍ଷାନୀତିରେ ଲର୍ଣ୍ଣିଂ ଆଉଟକମ ଉପରେ ଗୁରୁତ୍ୱ ଦିଆଯିବ । ଆଜିର ଯୁବପୀଢ଼ି ନିଜ ନିଜ ରୁଚି ଅନୁସାରେ ପାଠ ପଢ଼ିବେ । ଶିକ୍ଷାନୀତି…

କୌଣସି କାମ ହୃଦୟ ଭିତରୁ କଲେ, ତାହା ସଫଳ ହେବା ସୁନିଶ୍ଚିତ

ନୂଆଦିଲ୍ଲୀ() ଖାକିର ଦମ ଦେଖାଇବା ଅପେକ୍ଷା, ଖାକିର କର୍ତ୍ତବ୍ୟ କରି ଗର୍ବ କର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଯୁବ ଆଇପିଏସ ଅଫିସରଙ୍କୁ ଗୁରୁମନ୍ତ୍ର ଦେବା ଅବସରରେ ମୋଦୀ ଏଭଳି କହିଛନ୍ତି । ହାଇଦ୍ରାବାଦସ୍ଥ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ପୁଲିସ ଏକାଡେମୀରେ ଅନୁଷ୍ଠିତ…

ସଚ୍ଚୋଟ କରଦାତାଙ୍କ ପାଇଁ ନୂଆ ବ୍ୟବସ୍ଥା

ନୂଆଦିଲ୍ଲୀ() ଟିକସ ସୁଧାର ନେଇ ନୂଆ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି ଯେ, ଦେଶରେ କରଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସଚ୍ଚୋଟ କରଦାତାଙ୍କ ପାଇଁ ନୂଆ ବ୍ୟବସ୍ଥା ଲାଗୁ ହୋଇଛି । ସ୍ୱଚ୍ଛ କରଦାତାଙ୍କୁ ଡରିବାର କିଛି ନାହିଁ ।…

ଡିଜିଟାଲ ପ୍ଲାଟଫର୍ମରେ ଯୋଡ଼ି ହେବେ ଆଣ୍ଡାମାନ ଓ ନିକୋବରବାସୀ

ନୂଆଦିଲ୍ଲୀ() ଆଣ୍ଡାମାନ ଓ ନିକୋବରବାସୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଉପହାର । ଆଉ ରହିବନି ଇଣ୍ଟରନେଟ୍‌ ସମସ୍ୟା । ଏବେ ଡିଜିଟାଲ ପ୍ଲାଟଫର୍ମରେ ଯୋଡ଼ି ହେବେ ଆଣ୍ଡାମାନ ଓ ନିକୋବରବାସୀ । ଆଜି ଦିଲ୍ଲୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପ୍‌ଟିକାଲ ଫାଇବର୍‌ କେବୁଲ- ଙୠଉର ଉଦ୍‌ଘାଟନ…

ନୂଆ ଶିକ୍ଷା ନୀତି ନୂଆ ଭାରତର ଆଧାରଶୀଳ ହେବ

ନୂଆଦିଲ୍ଲୀ() ନୂଆ ଶିକ୍ଷାନୀତିକୁ ନେଇ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୀର୍ଘଦିନ ଧରି ନୂଆ ଶିକ୍ଷାନୀତିର ଅପେକ୍ଷା ଥିଲା । ସେ କହିଛନ୍ତି ନୂଆ ଶିକ୍ଷା ନୀତି ନୂଆ ଭାରତର ଆଧାରଶୀଳ ହେବ । ଗତ ୩୪ବର୍ଷ ପରେ ଦେଶରେ ଶିକ୍ଷାନୀତି ବଦଳିଛି । ବହୁ ବିଚାରବିମର୍ଶ ପରେ ଏହି…