ଶ୍ରୀରାମ ମନ୍ଦିର ଆମ ରାଷ୍ଟ୍ରୀୟ ଭାବନାର ପ୍ରତୀକ ହେବ
ଉତ୍ତରପ୍ରଦେଶ() ଅଯୋ ରାମ ମନ୍ଦିରର ଭୂମିପୂଜା ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ମନ୍ଦିରର ଭୂମିପୂଜା ଓ ଶିଳାନ୍ୟାସ କରିଛନ୍ତି । ସ୍ୱତନ୍ତ୍ରଭାବେ ନିର୍ମିତ ରୁପା ଇଟାରେ ମୋଦୀ ଏହାର ଶିଳାନ୍ୟାସ କରିଛନ୍ତି ।…