ପଶ୍ଚିମବଙ୍ଗକୁ ୧ ହଜାରେ କୋଟି
ପଶ୍ଚିମବଙ୍ଗ() ପଶ୍ଚିମବଙ୍ଗ ପାଇଁ ହଜାରେ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି । ଏହି ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଆକାଶ ମାର୍ଗରୁ ଅମ୍ଫାନ କ୍ଷୟକ୍ଷତି ନେଇ ପଶ୍ଚିମବଙ୍ଗ ପରିଦର୍ଶନ କରିଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ଏହି ବଡ଼ ଘୋଷଣା କରିଛନ୍ତି ।…