ଏହି ଅଭିନେତ୍ରୀଙ୍କ ସହ ତାଙ୍କ ପୁରା ପରିବାରକୁ କରୋନା, ଜଣାଇଲେ ନିଜର ଯନ୍ତ୍ରଣା….
ଏପର୍ଯ୍ୟନ୍ତ ଅନେକ ବଡ ବଡ ତାରକା କରୋନା ଭାଇରସ କବଳରେ ଆସିସାରିଛନ୍ତି । ନିକଟରେ ସଙ୍ଗୀତକାର ୱାଜିଦ୍ ଖାନଙ୍କର କରୋନାରେ ଦେହାନ୍ତ ହୋଇଥିଲା । ଏହି ସମୟରେ ‘ୟେ ରିସ୍ତା କୟା କେହଲତା ହେ’ର ପ୍ରଖ୍ୟାତ ଅଭିନେତ୍ରୀ ତଥା ରେୱାର ରାଜକୁମାରୀ ମୋହିନା କୁମାରୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା…
