କେରଳରେ ମୌସୁମୀ ଛୁଇଁଲା ,ବର୍ଷା ଆରମ୍ଭ
ଭୁବନେଶ୍ବର() କେରଳ ଛୁଇଁଲା ମୌସୁମୀ ।IMD ପୂର୍ବାନୁମାନ ଅନୁଯାୟୀ ଆଜି ମୌସୁମୀ କେରଳ ଛୁଇଁଛି ।କେରଳର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି ।ସୂଚନା ଦେଲେ IMD ଏଡିଜି ମୃତ୍ୟୁଜଂୟ ମହାପାତ୍ର ।
ପଶ୍ଚିମ ମୌସୁମୀ ବାୟୁ ଜୁନ୍ ପ୍ରଥମ ସପ୍ତାହରେ କେରଳ ଛୁଉଁଥିବା ବେଳେ ଚଳିତ ବର୍ଷ ୮…