ଓଡିଶାକୁ ଛୁଇଁଲା ମୌସୁମୀ, ରାଜ୍ୟରେ ବର୍ଷା ଆରମ୍ଭ
ଭୁବନେଶ୍ବର() ଆଜି ଓଡ଼ିଶା ଛୁଇଁପାରେ ମୌସୁମୀ ।ଆସନ୍ତା ୭୨ଘଣ୍ଟା ମଧ୍ୟରେ ସାରା ଓଡିଶାରେ ବର୍ଷା ସମ୍ଭାବନା ରହିଛି । ଏ ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଦକ୍ଷିଣ ଓଡିଶାରେ ସକ୍ରିୟ ହେବା ସହ ଗଂଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି ଆଦି ଜିଲ୍ଲାରେ…