କାଳିଆ ଯୋଜନାରେ ୩୦ଲକ୍ଷରୁ ଉଦ୍ଧ୍ୱର୍ ଚାଷୀ ଉପକୃତ ହେଲେଣି
ଭୁବନେଶ୍ବର () କାଳିଆ ଯୋଜନାରେ ଏବେ ସୁଦ୍ଧା ରାଜ୍ୟର 30 ଲକ୍ଷ 40 ହଜାର 38ଜଣ ଚାଷୀ ଉପକୃତ ହୋଇଛନ୍ତି । ସେ ମଧ୍ୟରୁ ମୟୁରଭଂଜରେ ସର୍ବାଧିକ 2ଲକ୍ଷ 27 ହଜାର 70ଜଣ ଚାଷୀ କାଳିଆ ସହାୟତା ପାଇଛନ୍ତି ।
କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ…