କାଳିଆ ସହାୟତାରେ କାଳିଆଙ୍କ ଦର୍ଶନ
ଭୁବନେଶ୍ୱର () ଓଡ଼ିଆ ଜାତି ସବୁଠି ଜଗତର ନାଥ ଜଗନ୍ନାଥଙ୍କ ଦେଖେ । ସୁଖ, ଦୁଃଖ, ଯାନୀ ଯାତ୍ରା ସବୁଥିରେ ଜଗନ୍ନାଥଙ୍କ ସ୍ମରଣ କରନ୍ତି । କାଳିଆ ସହାୟତାରେ ଚାଷୀ କାଳିଆଙ୍କ ଦର୍ଶନ କରୁଥିବା କହୁଛନ୍ତି । ଚାଷୀ ସହାୟତାରେ କାଳିଆଙ୍କ ଦର୍ଶନ ଏକ ଆଶୀର୍ବାଦ ଭଳି ହୋଇଛି । ଆଜି କାଳିଆ ଯୋଜନା…