Odia News Portal
Browsing Tag

mother diary

ଅମୂଲ ପରେ ମଦର ଡାଏରୀ ବଢ଼ାଇଲା କ୍ଷୀର ଦର

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ପେଟ୍ରୋଲ ଓ ଡିଜେଲର ଦରଦାମ ବୃଦ୍ଧି ଭିତରେ ଏବେ ଦୁଗ୍ଧ ଦାମ ମଧ୍ୟ ଲଗାତାର ଭାବରେ ବଢିବାରେ ଲାଗିଛି । ପ୍ରଥମେ ଅମୁଲ୍ ଦୁଗ୍ଧ ଦର ବୃଦ୍ଧି କରିଥିଲା । ଏବେ ଦୁଗ୍ଧ କମ୍ପାନୀ ମଦର ଡାଏରୀ ମଧ୍ୟ ଦୁଗ୍ଧ ଦାମ ବୃଦ୍ଧି କରିଛି । ନୂଆ ଦର ଆସନ୍ତାକାଲି ଅର୍ଥାତ୍ ୧୧…