ସୋସିଆଲ ମିଡିଆରେ ସାଂସଦଙ୍କ ଫଟୋ ଭାଇରାଲ,ଦେଖନ୍ତୁ
ଚର୍ଚ୍ଚାରେ ଟିଏମସିର ସାଂସଦ ତଥା ବେଙ୍ଗଲୀ ଅଭିନେତ୍ରୀ ନୁସରତ ଜାହାଁ । ନୁସରତଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ନିକଟରେ ଦୁର୍ଗା ପୂଜା ମଣ୍ଡପରେ ନୁସରତ ଓ ତାଙ୍କ ସ୍ବାମୀ ନିଖିଲ ଜୈନ ନଜର ଆସିଥିଲେ। ଫଟୋରେ ବହୁତ ସୁନ୍ଦର ଦେଖା ହେବା ସହ ନିଜ ସ୍ୱାମୀଙ୍କ…
