ସୁନ୍ଦରୀ ସାଂସଦ ନେଲେ ସାତ ଫେରା
ଚର୍ଚ୍ଚାରେ ବଙ୍ଗାଳୀ ଅଭିନେତ୍ରୀ ତଥା ସାଂସଦ ନୁସରତ । ନୁସରତ୍ ନିଜ ବିବାହର ସମସ୍ତ ମୂହୁର୍ତ୍ତକୁ ବର୍ତ୍ତମାନ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ଆଜି ଅର୍ଥାତ୍ ୨୦ ଜୁନରେ ନୁସରତ୍ ନିଜର ବିବାହ ବେଳର ଫଟୋକୁ ସେୟାର କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତାଙ୍କ ବିବାହର ସୁନ୍ଦର ଫଟୋ ସୋସିଆଲ…