ସଂସଦରେ କାର୍ୟ୍ୟ ସମ୍ଭାଳିବା ପାଇଁ ପ୍ରତିନିଧି ନିଯୁକ୍ତି କଲେ ଏହି ସାଂସଦ
ନୂଆଦିଲ୍ଲୀ () ସାଂସଦ ପାଲଟିଥିବା ଅଭିନେତା ଟର୍ଣ୍ଣଡ୍ ରାଜନେତା ସନ୍ନି ଦେଓଲ ଗୁରୁଦାସପୁର ସଂସଦୀୟ କ୍ଷେତ୍ରରୁ ବିଜୟ ଲାଭ କରିବା ପରେ ସଂସଦରେ ତାଙ୍କ କାର୍ୟ୍ୟ ସମ୍ଭାଳିବା ପାଇଁ ଜଣେ ପ୍ରତିନିଧ୍ୱିଙ୍କୁ ନିଯୁକ୍ତି ଦେଇଛନ୍ତି।
ଗୁରୁତ୍ୱପୂର୍ଣ୍ଣ ବୈଠକମାନଙ୍କରେ ଉପସ୍ଥିତ ରହି ଦାୟିତ୍ୱ…
