ଝିଅଙ୍କୁ ନେଇ ବିବାଦରେ ପପୁ
ଭୁବନେଶ୍ୱର() ପୋଷ୍ଟରକୁ ନେଇ ବିବାଦରେ ହାସ୍ୟ ଅଭିନେତା ପପୁ ପମପମ । ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଏହି ପୋଷ୍ଟରଟି ହେଉଛି ଅପକମିଂ ଓଲିଉଡ୍ ଫିଲ୍ମ ‘ମିଷ୍ଟର କହ୍ନେୟା’ର ବୋଲି କୁହାଯାଉଛି ।
ଏଥିରେ ପପୁ ପମପମ ଆକ୍ସନ ମହିଳାଙ୍କ ପ୍ରତି ଅପମାନ ବୋଲି କୁହାଯାଉଛି । ପୋଷ୍ଟରରେ ପପୁଙ୍କୁ…
