ଭାରତୀୟ ପାଣିପାଗ ବିଭାଗର ନୂଆ ମୁଖ୍ୟ ହେଲେ ମୃତ୍ୟୁଞ୍ଜୟ
ଭୁବନେଶ୍ବର() ଭାରତୀୟ ପାଣିପାଗ ବିଭାଗର ନୂଆ ମହାନିର୍ଦ୍ଦେଶକ ।ଭାରତୀୟ ପାଣିପାଗ ବିଭାଗର ନୂଆ ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର । ମୃତ୍ୟୁଞ୍ଜୟ ପୂର୍ବରୁ ଆଇଏମଡିର ବାତ୍ୟା ବିଭାଗର ମୁଖ୍ୟ ଭାବେ କାର୍ୟ୍ୟ କରୁଥିଲେ । କିନ୍ତୁ ଏବେ ତାଙ୍କୁ ଭାରତୀୟ ପାଣିପାଗ ବିଭାଗର…