Odia News Portal
Browsing Tag

MS Dhoni to start guard duty

ବ୍ୟାଟ୍ ବଦଳରେ ଧରିବେ ଏକେ-୪୭

କ୍ରିକେଟର୍ ମହେନ୍ଦ୍ର ସିଂହ ଧୋନି ଏବେ ବ୍ୟାଟ ବଦଳରେ ଧରିବେ ଏକେ-୪୭ । ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯିବା ବଦଳରେ ଧୋନି ୧୫ ଦିନ ପାଇଁ ପାରା କମାଣ୍ଡୋ ବାଟାଲିୟନ୍ ରେ ରହିବେ ଏବଂ ସେଠାରେ ସାଥି ଯବାନଙ୍କ ସହ ପ୍ରଶିକ୍ଷଣ ନେବେ । ତାଙ୍କୁ ୧୯ କିଲୋ ଓଜନର ଭାର ନେଇ ପ୍ରତିଦିନ ଯିବାଆସିବା କରିବାକୁ…