ସଂଗ୍ରାମୀ ନବୀନ : ଚାଷୀଙ୍କ ପାଇଁ ଦିଲ୍ଲୀ ଚଲୋ ଅଭିଯାନ
ଭୁବନେଶ୍ବର () ଖୁବଶୀଘ୍ର ବିଜେଡିର ଦିଲ୍ଲୀ ଚଲୋ ଅଭିଯାନ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ବିଜେଡି ଦିଲ୍ଲୀରେ ପ୍ରତିବାଦର ସ୍ବର ଜୋରଦାର କରିବ । ଏଥିପାଇଁ ଦଳ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ରାଜ୍ୟ ସରକାର ବାରମ୍ବାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ…