ମୁମ୍ବାଇ ସିଟି ଏଫସିରେ ୬୫% ଅଂଶ କିଣିଲା ସିଟି ଫୁଟବଲ ଗୃପ
ମୁମ୍ବାଇ () କ୍ରୀଡା କ୍ଷେତ୍ରରେ ଏକ ଐତିହାସିକ ଘଟଣାକ୍ରମରେ ଇଂଲିଶ ପ୍ରିମିୟର ଲିଗ ଚାମ୍ପିୟନ ମାଞ୍ଚେଷ୍ଟର ସିଟି ଦଳର ମୂଳ କମ୍ପାନୀ ସିଟି ଫୁଟବଲ ଗୃପ ଆଜି ଇଣ୍ଡିଆନ ସୁପର ଲିଗ ର ଫ୍ରାଞ୍ଚାଇଜ଼ ମୁମ୍ବାଇ ସିଟି ଏଫସି ରେ ୬୫ ପ୍ରତିଶତ ଅଂଶଧନ କ୍ରୟ କରିଥିବା ଘୋଷଣା କରିଛି । ଏଥିସହିତ…