ହାତ ଛାଡି ଶଙ୍ଖ ଧରିଲେ ନବ ଦାସ
ଝାରସୁଗୁଡା କଂଗ୍ରେସ ବିଧାୟକ ନବ ଦାସ ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜୁଜନତା ଦଳରେ ଯୋଗ ଦେଇଛନ୍ତି । ସେ ପୁର୍ବରୁ କଂଗ୍ରେସ ଟିକେଟରେ ଝାରସୁଗୁଡା ବିଧାସଭା ଆସନରୁ ଦୁଇ ଥର କଂଗ୍ରେସ ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ନିଖିଳ ଭାରତ କଂଗ୍ରେସ କମିଟି ତାଙ୍କୁ ରାଜ୍ୟ…