କାଲି ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ
ପୁରୀ() ଆଜି ତ୍ରୟୋଦଶୀ ତିଥି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଘଣାଲାଗି ନୀତି ଶେଷ ହୋଇଛି ।ଆସନ୍ତାକାଲି ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ । ଏନେଇ ଆଜି ମହାପ୍ରଭୁଙ୍କୁ ଘଣାଲାଗି କରାଯିବା ସହ ଖଳି ଲାଗି ମଧ୍ୟ କରାଯିବ । ସୁଦ୍ଧ ସୁଆରଙ୍କ ଘରୁ ଏକ ଶୋଭାଯାତ୍ରାରେ ଖଳି…
