ବ୍ରହ୍ମବିଭ୍ରାଟ ପାଇଁ ପ୍ରେମାନନ୍ଦ ଦାୟୀ
ନବକଳେବରରେ ବ୍ରହ୍ମବିଭ୍ରାଟ ପାଇଁ ଦଇତାପତି ନିଯୋଗ ସମ୍ପାଦକ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କୁ ଦାୟୀ କରିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ପ୍ରେମାନନ୍ଦଙ୍କୁ ଲେଖିଥିବା ଚିଠିରେ ଏହା ବିଷୟରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି । ଏ ନେଇ ୧୫ ଦିନ…