ନବୀନ କାହିଁକି ଗରିବଙ୍କଠୁ ଯୁବକ ସଭିଙ୍କ ହୃଦୟ ସ୍ପନ୍ଦନ … ଦେଖନ୍ତୁ ଏହି ଗୀତକୁ
ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ରାଜ୍ୟର ସବୁ ବର୍ଗ ଓ ସବୁ ଶ୍ରେଣୀର ଲୋକଙ୍କ ହୃଦୟର ସ୍ପନ୍ଦନ । କାରଣ ସେ ପିଲାଙ୍କ ଠାରୁ ବୁଢାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ହସ ଫୁଟାଇଛନ୍ତି । ନିରାଶ୍ରୟକୁ ଆଶ୍ରୟ ଓ ଭୋକିଲା ପେଟକୁ ଦାନ ଦେଇଛନ୍ତି । ଅପହଞ୍ଚ ଇଲାକାକୁ ସେତୁ ସହ ବିକାଶ…