ନଗଡ଼ାରେ ହେବ ଇକୋଲଜିଷ୍ଟିକ ପାର୍କ: ମନ୍ତ୍ରୀ
ଯାଜପୁର() ଯାଜପୁର ନଗଡ଼ାରେ ହେବ ଇକୋଲଜିଷ୍ଟିକ ପାର୍କ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ନଦୀରୁ ପାଇପ ଯୋଗେ ୩ ନଗଡ଼ାକୁ ପାନୀୟ ଜଳ ଯୋଗାଇ ଦିଆଯିବ ।
ସୂଚନାଅନୁସାରେ, ଆଜି ତଳନଗଡ଼ା ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟର ସ୍ଥିତି ସମୀକ୍ଷା କରିଛନ୍ତି ଶକ୍ତିମନ୍ତ୍ରୀ…
