ବିଜେଡିରେ ମିଶିଲେ ପୂର୍ବତନ ପୂର୍ତ୍ତ ସଚିବ
ରାଜନୈତିକ ସେତୁ ବାନ୍ଧିଲେ ଆଉ ଜଣେ ପ୍ରଶାସକ। ବିଦ୍ଧିବଦ୍ଧ ଭାବେ ବିଜେଡିରେ ସାମିଲ ହେଲେ ପୂର୍ବତ୍ତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ। ନିଜ ଶୁଭେଛୁଙ୍କ ସହ ନବୀନ ନିବାସରେ ପହଞ୍ଚି ସେ ଦଳରେ ସାମିଲ ହୋଇଛନ୍ତି। ନଳିନୀକାନ୍ତ ମିଶିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା…