ନାନାଙ୍କୁ କ୍ଲିନଚିଟ୍
ନାନା ପାଟେକରଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ କରିଥିଲେ ଅଭିନେତ୍ରୀ ତନୁଶ୍ରୀ ଦତ୍ତ । ଲମ୍ବା ଯାଞ୍ଚ ପରେ ଆଜି ମୁମ୍ବାଇ ପୋଲିସ ଏହି ମାମଲାକୁ ବନ୍ଦ କରିବାର ନିଷ୍ପତି ନେଇଛନ୍ତି।ତଦନ୍ତରେ ତନୁଶ୍ର ଦତ୍ତଙ୍କ ଅଭିଯୋଗକୁ ଆଧାରହୀନ ଧରାଯାଇଛି। ଏହି କେସରେ ପୋଲିସ ‘ବି ରିପୋର୍ଟ’ ଫାଇଲ କରିଛନ୍ତି।…