Odia News Portal
Browsing Tag

nandighoshatv

ରାଜ୍ୟପାଳଙ୍କ ଦ୍ୱାରା ନନ୍ଦିଘୋଷ ଟିଭି ଲୋକାର୍ପିତ

ଭୁବନେଶ୍ୱର() ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ୨୪ ଘଣ୍ଟିଆ ନ୍ୟୁଜ ଚ୍ୟାନେଲ ନନ୍ଦିଘୋଷ ଟିଭି ଲୋକାର୍ପିତ ହୋଇଛି । ଏହି ଅବସରରେ ରାଜ୍ୟପାଳ କହିଛନ୍ତି, ନନ୍ଦିଘୋଷ ରଥ ଭଳି ନନ୍ଦିଘୋଷ ଟିଭି ଗଡିଚାଲିବ । ଉତ୍କଳର ଐତିହ୍ୟକୁ ବିଶ୍ୱରେ ପ୍ରସାରିତ କରିବ ନନ୍ଦିଘୋଷ ଟିଭି ।…