ମୋଦିଙ୍କ ଠାରୁ ତାଙ୍କ ପତ୍ନୀ କଣ ଚାହାନ୍ତି ଜାଣନ୍ତୁ …
ନୂଆଦିଲ୍ଲୀ() ୬୮ମସିହାରେ ନରେନ୍ଦ୍ର ମୋଦି ଏବଂ ଯଶୋଦା ବେନଙ୍କ ବିବାହ ହୋଇଥିଲା,କିନ୍ତୁ ଦେଶ ସେବା ଏବଂ ସଙ୍ଘ ପ୍ରଚାର କରିବା ପାଇଁ ନରେନ୍ଦ୍ର ମୋଦି ତାଙ୍କଠୁ ଅଲଗା ହୋଇଯାଇଥିଲେ।
ଯଶୋଦାବେନଙ୍କ କହିବାନୁସାରେ, ଗତ ୫୦ବର୍ଷ ହେବ ମୁଁ ନରେନ୍ଦ୍ର ମୋଦିଙ୍କଠୁ ଅଲଗା ରହୁଛି। ତଥାପି ମୁଁ ଏହି…
