ବିରାଟ ସବୁଠାରୁ ଅଭଦ୍ର ଖେଳାଳି : ନସିରୁଉଦ୍ଦିନ
କ୍ରିକେଟର ବିରାଟ କୋହଲିଙ୍କୁ କିଛି ସପ୍ତାହ ପୂର୍ବରୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଥିଲା । କାହିଁକିନା ସେ ଫ୍ୟାନଙ୍କୁ ଭାରତ ଛାଡି ଚାଲିଯିବାକୁ କହିଥିଲେ । ବିରାଟ ଏହି କଥା ଏକ ପ୍ରମୋଶନାଲ ଭିଡିଓରେ କହିଥିଲେ । ସେ କହିଥିଲେ କି, ଯଦି ତାଙ୍କୁ ଭାରତୀୟ ଖେଳାଳୀଙ୍କ ତୁଳନାରେ ବିଦେଶୀ ଓ…