ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସହ ହକି ମ୍ୟାଚ ଦେଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର () “ଆଜି ଆମେ ପ୍ରକୃତରେ ହୃଦୟଂଗମ କରୁଛୁ ଯେ, ଆମେ ଏବେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛୁ” । ଏହା ଥିଲା ଆତ୍ମସମର୍ପଣ ପରେ ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା କିଛି ମାଓବାଦୀ ସ୍ବତଃପ୍ରବୃତ ମନ୍ତବ୍ୟ । କାରଣ ସେମାନେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଳିଙ୍ଗ…