ନବୀନ ଦେଇଥିବା ଦାୟିତ୍ୱକୁ ଯାଜପୁର ବିଧାୟକଙ୍କ ସମୀକ୍ଷା
ଭୁବନେଶ୍ୱର () ଏବେ ସାରା ବିଶ୍ୱ କରୋନାକୁ ନେଇ ତ୍ରାହି ତ୍ରାହି ଡାକୁଛି ।ହେଲେ ଓଡ଼ିଶା ବେଶ ଦୃଢ଼ତାର ଏହାର ମୁକାବିଲା କରୁଛି।ସେଥିପାଇଁ ଚାରିଆଡେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରସଂଶା ହେଉଛି। ଗତକାଲି ଏକ ତାମିଲ ମାଗାଜିନ୍ ନବୀନଙ୍କୁ କରୋନା ମୁକାବିଲାର ଚାଣକ୍ୟ ବୋଲି ଅଭିହିତ…