ସମଦୂରତ୍ୱ : ଜାତୀୟ ରାଜନୀତିରେ ସ୍ୱତନ୍ତ୍ର ନବୀନ
ଭୁବନେଶ୍ୱର () ୨୦୦୦ ମସିହାରେ ରାଜ୍ୟରେ ଅଣକଂଗ୍ରେସ ରାଜନୀତିର ମୂଳଦୁଆ ପକାଇଥିବା ବିଜେଡି, କନ୍ଧମାଳ ସାମ୍ପ୍ରଦାୟିକ ଦଙ୍ଗା ପରେ ୨୦୦୯ରେ ବିଜେପି ହାତ ଛାଡିଥିଲା । ଯେଉଁଦିନ ବିଜେପି ଠାରୁ ଅଲଗା ହୋଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାକି ନିର୍ବାଚନ ମୈଦାନକୁ…