ବିଜେଡି ସରକାରର ଶପଥ ଗ୍ରହଣ ଉତ୍ସବରେ ଅତିଥି ଭାବେ ଯୋଗ ଦେବାକୁ ମୋଦିଜୀଙ୍କୁ ଆମନ୍ତ୍ରଣ
ବାଲେଶ୍ବର () ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶାରେ ସରକାର ଗଠନ ଦାବି ଏବଂ ଓଡିଶାକୁ ବିଜେଡି ଗଲା ପରେ ସେ ପୁଣି ଓଡିଶା ଆସିବେ ବୋଲି ବକ୍ତବ୍ୟ ଉପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡା ଟିପ୍ପଣୀ ରଖିଛନ୍ତି । ସେ ମୋଦିଙ୍କୁ ବିଜେଡିର ପଞ୍ଚମ ପାଳି ସରକାର ଗଠନ ପାଇଁ…