ଆଜି ବସିବ ବିଜେଡି ବିଧାୟକ ବୈଠକ
ଭୁବନେଶ୍ବର() ଆଜି ବସିବ ବିଜେଡି ବିଧାୟକ ଦଳ ବୈଠକ । ନବ ନିର୍ବାଚିତ ବିଧାୟକମାନେ ଦଳୀୟ କାର୍ୟ୍ୟାଳୟରେ ଏକାଠି ହୋଇ ନବୀନଙ୍କୁ ସେମାନଙ୍କର ନେତା ବାଛିବେ । ଏହା ପରେ ନବୀନ ରାଜଭାବନ ଯାଇ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ସଂଖ୍ୟା ଗରିଷ୍ଠତା ଉପସ୍ଥାପନ ସହ ସରକାର ଗଠନ ପାଇଁ…