ଜେଟଲି ଜଣେ ଦକ୍ଷ ପାର୍ଲାମେଣ୍ଟେରିଆନ ଥିଲେ: ନବୀନ
ଭୁବନେଶ୍ୱର() ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭିର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଜେଟଲି ଜଣେ ଦକ୍ଷ ପାର୍ଲାମେଣ୍ଟେରିଆନ ଓ ବିଜ୍ଞ ଆଇନଜୀବୀ ଥିଲେ । ନବୀନ ତାଙ୍କୁ ଜଣେ ଭଲ ମଣିଷ ବୋଲି…
