ଉଦଘାଟନ ହେଲା ଲୋକସଭା ଭବନର ସମ୍ମିଳନୀ କକ୍ଷ
ଭୁବନେଶ୍ୱର() ଆଜି ଉଦଘାଟନ ହେଲା ଲୋକସେବା ଭବନର ବିଶ୍ୱସ୍ତରୀୟ ସମ୍ମିଳନୀ କକ୍ଷ । ସମ୍ମିଳନୀ କକ୍ଷକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଅତ୍ୟାଧୁନିକ ଲାଇବ୍ରେରି ଏବଂ ଏଠାରେ ଥିବା ଫୁଡ଼ ପ୍ଲାଜାରେ ଥରକରେ ୧୦୦ ଜଣ ବସିବା ଭଳି ସୁବିଧା ରହିଛି । ଓଡ଼ିଶାର କଳା, ଐତିହ୍ୟ…