ନିର୍ବାଚିତ ସରକାରରେ ଜନତା ହିଁ ପ୍ରଶାସନର ଅଂଶବିଶେଷ
ଭୁବନେଶ୍ବର () ଗଣତନ୍ତ୍ରର ପରିଭାଷା ହେଲା ଲୋକ କୈନ୍ଦ୍ରୀକ ଶାସନ । ଆଉ ଏହି ଦିଗରେ ଏବେ ରାଜ୍ୟ ସରକାର ଆଗଉଛନ୍ତି । ଯାହାକୁ ପ୍ରକୃତରେ ପରିବର୍ତ୍ତନର ବୋଲି କୁହାଯାଇପାରିବ । ଏହି କ୍ରମରେ ବିଗତ କିଛି ବର୍ଷ ମଧ୍ୟରେ ରାଜ୍ୟ ସରକାର ଅନେକ ଗୁଡିଏ ପରିବର୍ତ୍ତନର ନୂଆ ଧାରା ସୃଷ୍ଟି କରିଥିବା…
