Odia News Portal
Browsing Tag

naveenpattnaik

ତାରାଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜୟପୁର ବିଧାୟକ ତାରା ବାହିନୀପତିଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ଟ୍ୱିଜ ଜରିଆରେ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଟ୍ୱିଟରରେ ଲେଖିଛନ୍ତି କି, ଜୟପୁର ବିଧାୟକ ତାରା ବାହିନୀପତି କୋଭିଡ ସଂକ୍ରମିତ ହୋଇଥିବା ଜାଣି ମୁଁ ଚିନ୍ତିତ ।…

ପ୍ରକୃତିପ୍ରେମୀ ନବୀନ

ଭୁବନେଶ୍ୱର: ଗତକାଲିଥିଲା ବିଶ୍ୱ ପରିବେଶ ଦିବସ । ଏହି ଅବସରରେ ଗଛ ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ଏକ ଗଛ ଲଗାଇବାର ଫଟୋ ଟ୍ୱିଟରରେ ପୋଷ୍ଟ କରିଛନ୍ତି । …

ବୁଲା ପଶୁଙ୍କ ଲାଗି ୬୭ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲାଗି ରହିଛି ଲକ୍‌ଡାଉନ୍ ଏବଂ ସଟ୍‌ଡାଉନ୍ । ତେବେ ଏଭଳି ସ୍ଥଳେ ବୁଲା ପଶୁଙ୍କ ଲାଗି ଦରଦୀ ବନ୍ଧୁ ସାଜିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଣିଷଙ୍କ ଭଳି ପଶୁଙ୍କ ଦୁଃଖ ସୁଖ ମଧ୍ୟ ବୁଝିଛନ୍ତି ସେ । ଏହି କରୋନା କାଳରେ ବୁଲା ପଶୁଙ୍କ ଲାଗି ୬୭ ଲକ୍ଷ ୫୦ ହଜାର ଟଙ୍କା…

ବିଜୟଶ୍ରୀଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାସୁଦେବପୁରର ପୂର୍ବତନ ବିଧାୟକ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ ହୋଇଛି । ତାଙ୍କ ମୃତ୍ୟୁ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ସେପଟେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମଧ୍ୟ ମୃତ୍ୟୁ ଖବର ପାଇବା ପରେ ଶୋକପ୍ରକାଶ କରିଛନ୍ତି । …

ମୁଖ୍ୟମନ୍ତ୍ରୀମାନଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର: ଟିକା ପାଇଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଲେ ନବୀନ । ସମସ୍ତଙ୍କୁ ଟିକା ପାଇଁ ନିୟମରେ କୋହଳରେ ରାଜ୍ୟକୁ ଅନୁମତି ମିଳୁ । ନବୀନ କହିଛନ୍ତି କି ଏଭଳି ସ୍ଥିତିରେ ଏକମାତ୍ର ବିକଳ୍ପ ହେଉଛି କି କେନ୍ଦ୍ର ସରକାର ଟିକା ଆଣି ରାଜ୍ୟମାନଙ୍କୁ ବାଣ୍ଟୁ । ସେପଟେ…

ଅନାଥ ପରିବାରର ସାହା ନବୀନ, କରୋନା ପ୍ରଭାବିତଙ୍କୁ ମିଳିବ ଏହି ସୁବିଧା

ଭୁବନେଶ୍ୱର (ସ୍ୱାଧିକାର ବ୍ୟୁରୋ ) ନିଷ୍ପତି ନେବାରେ ଧୁରନ୍ଧର ନବୀନ । କରୋନା ପ୍ରଭାବିତ ପରିବାରଙ୍କ ପାଇଁ ଚିନ୍ତିତ ମୁଖ୍ୟମନ୍ତ୍ରୀ । କରୋନା ସମୀକ୍ଷା ବୈଠକରେ କଠୋର ନିଷ୍ପତି ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ… କରୋନା ଲଢ଼େଇ ଲଢ଼ୁଛି ଓଡିଶା । ଆଉ ଏହି ଅଦୃଶ୍ୟ ଯୁଦ୍ଧରେ ସହୀଦ…