୩୭୦ ଧାରା ଉଚ୍ଛେଦ ବିଲ ଅନୁମୋଦିତ ହେବା ସଂସଦରେ ସାର୍ଟ ଫାଡିଲେ ନେତା
ନୂଆଦିଲ୍ଲୀ() ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ପୁର୍ନଗଠନ ନେଇ ବିରୋଧୀଙ୍କ ସଂସଦରେ ଜୋରରେ ହଟ୍ଟଗୋଳ ହୋଇଥିଲା ।ବିଲ୍ ଅନୁମୋଦିତ ହେବା ପରେ ପିଡିପିର ୨ଜଣ ଏମ୍ପି ନଜିର ଅହମ୍ମଦ ଓ ଏମ୍ଏମ୍ ଫୟାଜ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ। ଏଥିଯୋଗୁ ତାଙ୍କୁ ବାଚସ୍ପତି…
