୭୫ ବର୍ଷରେ ପାଦ ଦେଲା ଏନସି କଲେଜ
ଯାଜପୁର() ୧୯୪୬ ମସିହାରୁ ପ୍ରତିଷ୍ଠିତ ଯାଜପୁର ଜିଲ୍ଲା ଏନସି ସ୍ୱୟଂ ଶାସିତ କଲେଜ ଆଜି ୭୫ ବର୍ଷରେ ପାଦ ଦେଇଛି । ଏହି କେଲଜ ୭୫ ବର୍ଷ ମଧ୍ୟରେ ରାଜ୍ୟର ବହୁ ଶିକ୍ଷାବିତ ପ୍ରଶାସକ ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ସୃଷ୍ଟି କରି ସଗୌଉରବେ ମୁଣ୍ଡ ଟେକି ଠିଆ ହୋଇଛି । ଏହି କଲେଜରେ ଦୀର୍ଘ ୫ ବର୍ଷକାଳ…