Odia News Portal
Browsing Tag

New BJP President

ବିଜେପି ନୂଆ ସଭାପତି ଜେପି ନଡ୍ଡା

ନୂଆଦିଲ୍ଲୀ () ବିଜେପିର ୧୧ତମ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ଜେ.ପି ନଡ୍ଡା ।ନିର୍ବିବିଦୀୟ ଭାବେ ନିର୍ବାଚିତ ହେଲେ ଜେପି ନଡ୍ଡା । ଅମିତ୍ ଶାହା, ରାଜନାଥ ସିଂହଙ୍କ ଉପସ୍ଥିତିରେ ଘୋଷଣା କଲେ ରାଧା ମୋହନ ସିଂହ । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ଜେପି ନଡ୍ଡା…