ନୂଆ ଯୋଡି ନୂଆ ଘର
ବଲିଉଡ୍ର ଚର୍ଚ୍ଚିତ ନବବିବାହିତ ଯୋଡ଼ି ଦୀପିକା ପାଦୁକୋନ୍ ଓ ରଣଭୀର୍ କପୁର୍ ମୁମ୍ବାଇରେ ଏକ ନୂଆ ଫ୍ଲାଟ୍ କିଣିଛନ୍ତି।
ବିଶ୍ୱର ଅନ୍ୟତମ ରମଣୀୟ ସ୍ଥାନ ଇଟାଲୀର ଲେକ୍ କୋମୋରେ ଦୁଇ ଦିନ ତଳେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ‘ଦୀପ୍ଭୀର୍’ ସେଠାରୁ ଏଯାଏ ଫେରିନାହାନ୍ତି। ରିପୋର୍ଟ ମୁତାବକ,…