ପ୍ରେମ ସମ୍ପର୍କ ନୂଆ କି ?
ସମ୍ପର୍କ ବିଶ୍ୱାସ ଏବଂ ସତ୍ୟତାରେ ହିଁ ଗଢ଼ା ଯାଇଥାଏ। କିନ୍ତୁ ନୂଆ ସମ୍ପର୍କ ସମୟରେ ଆପଣଙ୍କୁ ସତର୍କତାର ସହିତ ରହିବାକୁ ପଡ଼ିଥାଏ। ନିଜ ଡେଟ୍କୁ ଏନ୍ଜଏ କରିବାକୁ ଚାହୁଁଥିଲେ, ସମ୍ପର୍କକୁ ସତ କହିବା ସହିତ ନିଜ ପାର୍ଟନର୍କୁ କିଛି କଥା ଲୁଚାଇବାକୁ ପଡ଼ିଥାଏ। ଯାହା ଆପଣଙ୍କ ସୁରକ୍ଷା ପାଇଁ ଜରୁରୀ…